ପୂର୍ବ ଶତ୍ରୁତାକୁ ନେଇ ଭୁଜାଲି ମାଡ
ପାଟଣାଗଡ଼: ଦିନକୁ ଦିନ ମଣିଷ ହିଂସ୍ର ହେବାକୁ ଲାଗିଛି ।ପାଟଣାଗଡ଼ ଥାନା ଅନ୍ତର୍ଗତ ଚିଙ୍ଗେରବନ୍ଧ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ତିନି ଜଣଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ମାରଣାନ୍ତକ ଆକ୍ରମଣ କରିଛି। ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି। ପାଟଣାଗଡ଼ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି। ପୁଲିସରେ ଏନେଇ ଅଭିଯୋଗ ହୋଇଛି।
Comments are closed.