ରାଜ୍ୟରେ ବଢି ଚାଲିଛି ଜାଲ ନୋଟ୍ କାରବାର

ଭୁବନେଶ୍ୱର  :  ରାଜ୍ୟରେ ବଢ଼ି ଚାଲଛି ଜାଲ୍ ନୋଟ କାରବାର। ଏହାରି ଭିତରେ ପୁଣି ସମ୍ବଲପୁର ଯୁଯୁମୁରା ନିକଟରୁ ୧୫ ଲକ୍ଷରୁ  ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କଲା ଏସ୍‌ଟିଏଫ୍‌। ଏହି ମାମଲାରେ ୨ ଜଣ ଆନ୍ତରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। ବହୁ ଦିନ ହେବ ଏମାନେ ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ଏବେ ଏହି ରାକେଟ୍‌।

Comments are closed.