ଯାନ୍ତ୍ରିକ ତ୍ରୁଟିରୁ ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା
ବ୍ରହ୍ମଗିରି: ଆଜି ସକାଳୁ ଏକ ଯାତ୍ରୀବାହି ଡଙ୍ଗା ୪୦ରୁ ଉର୍ଦ୍ଧ ଯାତ୍ରୀ ଓ ୯ ବାଇକ୍ ସାତପଡ଼ା ଆସୁଥିବା ବେଳେ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଫସିଛି । ଡଙ୍ଗାଟି ଜହ୍ନିକୁଦା ଘାଟ ଠାରୁ ୪୦ଜାତ୍ରି ସହ ୯ଟି ଗାଡି ନେଇ ସାତପଡା ଆସୁଥିବା ସୁଚନା । ମେସିନ୍ ସ୍ଲାବ ଭାଙ୍ଗିଯିବାରୁ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା ।
Comments are closed.