୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର : ବ୍ରାଉନସୁଗର ଡିଲ୍‌ ଚାଲୁଥିବା ବେଳେ ଚଢାଉ କଲା STF । ବାଲେଶ୍ୱର ଅରଡ ବଜାରରେ ଚଢାଉ କରିବା ସହ ୧ କେଜି ୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି STF । ଯାହାର ବଜାର ମୂଲ୍ୟ ପ୍ରାୟ ଆଜିର ଦିନରେ ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଘଟଣାସ୍ଥଳରୁ ୨୮ ହଜାର ଶହେ ଟଙ୍କା ମିଳିଛି। ଘଟଣାରେ ସଂପୃକ୍ତି ଅଭିଯୋଗେର ସହଦେବଖୁଣ୍ଟାର ଶେଖ୍‌ ମେଜୁକୁ ଗିରଫ କରିଛି STF ।

Comments are closed.