କାହିଁକି ଇସ୍ତଫା ଦେବେ ବ୍ରିଟେନର ପ୍ରଧାନମନ୍ତ୍ରୀ
ଲଣ୍ଡନ: ଇସ୍ତଫା ଦେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇସ୍ତଫା ଦେବାକୁ ରାଜି ହୋଇଯାଇଛନ୍ତି। ଏ ନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
୪୧ମନ୍ତ୍ରୀଙ୍କ ବିଦ୍ରୋହ ପରେ ସେ ନିଜ କଞ୍ଜରଭେଟିଭ ଦଳ ପକ୍ଷରୁ ହିଁ ଘେରି ଯାଇଥିଲେ। ଦୁଇ ଦିନ ମଧ୍ୟରେ ୪୦ ଅଧିକ ମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ଚାପ ପଡିଥିଲା। ତାଙ୍କ ଇସ୍ତଫା ନେଇ ଦାବି ଜୋର ଧରିଥିଲା। ଏହାପରେ ସେ ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି।
Comments are closed.