ଉପବାଚସ୍ପତିଙ୍କ ନାଁ ଘୋଷଣା କଲା ବିଜେପି

ଉପବାଚସ୍ପତି ପଦ ପାଇଁ ମଙ୍ଗଳବାର ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ ବୋଲି ଘୋଷଣା କରାଯାଇଛି। ଭବାନୀ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବେ।

Comments are closed.