ଭାଲୁ ଆତଙ୍କ
ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସିହା ପଞ୍ଚାୟତ ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ। ସୂଚନା ମୁତାବକ, ଢେଙ୍କନାଳ ଜିଲ୍ଲା ନିଶ୍ଚନ୍ତା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଏକ ଭାଲୁ ବଡଚଣା ବ୍ଳକ ଅନ୍ତର୍ଗତ ସିହା ପଞ୍ଚାୟତ ଗୋଡ଼ିମାଗୁରା ଅଞ୍ଚଳକୁ ପଶି ଆସିଛି। ଖବର ପାଇ ଚଣ୍ଡିଖୋଲ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଗୋଡ଼ିମାଗୁରା ଅଞ୍ଚଳରେ ପହଞ୍ଚି ଘେରି ଭାଲୁକୁ ଢେଙ୍କାନାଳ ଜଙ୍ଗଲକୁ ଘଉଡାଇ ଦେବାପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି।
Comments are closed.