ମା’ ଗାଳିଦେବାରୁ ଝିଅ କଲା ଆତ୍ମହତ୍ୟା

କୁଡାଲୋର: ମା’ ଗାଳିଦେବାରୁ ଝିଅ କଲା ଆତ୍ମହତ୍ୟା। ତାମିଲନାଡ଼ୁରରେ ଗୋଟିଏ ମାସ ଭିତରେ ଏହା ତୃତୀୟ ଘଟଣା। ଆତ୍ମହତ୍ୟା କରିଥିବା ଝିଅଟି ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଘଟିଛି ଏହି ଘଟଣା।…
Read More...

ସୋନିଆ ଗାନ୍ଧିଙ୍କୁ ପୁଣି ଇଡି ଡାକରା

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହେବେ। ମନି ଲଣ୍ଡରିଂ ମାମଲାରେ ଇଡି ଆଜି ତାଙ୍କୁ ଦ୍ୱିତୀୟ…
Read More...

ବିଷ ପିଇ ନାବାଳକ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତ ଉଦୟପୁର ଗାଁରେ ବିଷ ପିଇ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ହେଲେ ମାନସ ଦାସ। ସେ ଚତୁର୍ଥ ଶ୍ରେଣୀ ଛାତ୍ର ଥିଲେ। ଗତକାଲି ମାନସ…
Read More...

ମୁଖ୍ୟମନ୍ତ୍ରୀଙ୍କୁ କରୋନା

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ କରୋନା ପଜିଟିଭ ହୋଇଛନ୍ତି। ନୀତୀଶ କୁମାରଙ୍କୁ ଗତ କିଛିଦିନ ହେଲାଣି ଜ୍ୱରରେ ପୀଡିତ ଥିଲେ। ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଫଳରେ ତାଙ୍କ ରିପୋର୍ଟ ପଜିଟିଭ…
Read More...

ବିଷାକ୍ତ ମଦ ନେଲା ୧୯ ଜଣଙ୍କ ଜୀବନ

ଗୁଜୁରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ…
Read More...

କେମିତି କଟିବ ଆଜିର ଦିନ ?

ମେଷ : ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦା କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ସରକାରୀ ସ୍ତରରୁ…
Read More...

ଜଳୁଛି କାଲିଫର୍ନିଆ ଜଙ୍ଗଲ

ଆମେରିକାର ଜଙ୍ଗଲଗୁଡ଼ିକରେ ପ୍ରତିବର୍ଷ ନିଅାଁ ଲାଗିଥାଏ। ଏଥର କାଲିଫର୍ନିଆ ଜଙ୍ଗଲରେ ମଧ୍ୟ ଭୀଷଣ ନିଅାଁ ଲାଗିଛି। ଏହି କାରଣରୁ ହଜାର ହଜାର ପରିବାରକୁ ସୁରକ୍ଷିତ ଜାଗାକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ…
Read More...

ଟ୍ରେନ ଧକ୍କାରେ ଜଣେ ମୃତ

ଅନୁଗୋଳ : ଚାଷ ଜମିକୁ ଯିବା ବେଳେ ଟ୍ରେନ ଧକ୍କାରେ ଜଣେ ମୃତ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ଗ୍ରାମ ପଞ୍ଚାୟତର ପୁରୁଣା ସାହି ପଞ୍ଚୁ ନାଥ ବେହେରା (୭୫) ଚାଷ ଜମିକୁ ଯାଉଥିବା ବେଳେ ଟ୍ରେନ ଧକ୍କା ରେ…
Read More...

ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

କେସିଙ୍ଗା : କଳାହାଣ୍ଡିର ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କ ରବିବାର ପରଲୋକ ହୋଇଛି । ସକାଳେ ଭବାନୀପାଟଣା ମେଡିକାଲରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।…
Read More...

ଘର ଭୁଶୁଡି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀର ମୁସ୍ତଫାବାଦର ବାବୁନଗରରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ୩ଟି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ…
Read More...