୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର : ବ୍ରାଉନସୁଗର ଡିଲ୍‌ ଚାଲୁଥିବା ବେଳେ ଚଢାଉ କଲା STF । ବାଲେଶ୍ୱର ଅରଡ ବଜାରରେ ଚଢାଉ କରିବା ସହ ୧ କେଜି ୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି STF । ଯାହାର ବଜାର ମୂଲ୍ୟ ପ୍ରାୟ ଆଜିର ଦିନରେ ୨ କୋଟିରୁ…
Read More...

୫ ଦିନ ଯାଏ ରାଜ୍ୟରେ ନାହିଁ ବର୍ଷା

ଭୁବନେଶ୍ୱର : ମୌସୁମୀ ଦୁର୍ବଳ । ୫ ଦିନ ଯାଏ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ । କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪…
Read More...

ପ୍ରକାଶ ପାଇଛି ଯୁକ୍ତ ଦୁଇ ଫଳାଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ…
Read More...

ନୀଳଗିରିରେ ପୁଣି ହାତୀ ମୃତ୍ୟୁ

ନୀଳଗିରି : ନୀଳଗିରିରେ ପୁଣି ହାତୀ ମୃତ୍ୟୁ। କୁଳଡ଼ିହା ଅଭୟାରଣ୍ୟ ଅଧୀନ ଚେମଚଟା ଠାରେ ଏକ ୩ରୁ ୪ ବର୍ଷର ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବାଲେଶ୍ଵର ଡିଏଫଓ ସମେତ କୁଳଡ଼ିହା ବନବିଭାଗ ଅଧିକାରୀମାନେ ପହଞ୍ଚି…
Read More...

ତୃତୀୟ ଥର ଇଡିରେ ହାଜର ହେବେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ‌ଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଆଜି ସେ ତୃତୀୟ ଥର ପାଇଁ ତଦନ୍ତକାରୀ ସଂସ୍ଥାକୁ ସାମ୍ନା କରିବେ। ପ୍ରଥମ ଦିନ ୩ ଘଣ୍ଟା  ଗତକାଲି…
Read More...

ଆଜିର ଦିନର ମହତ୍ତ୍ୱ

ମେଷ : ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ବୃଷ : ଆଜି…
Read More...

ଭାଲୁ ସହ ଲଢ଼ି ବଞ୍ଚାଇଲେ ନିଜ ଜୀବନ

ସୋର : ଦୁଇଟି ଭାଲୁ କାମୁଡ଼ାରେ ଜଣେ ଗୁରୁତର। ଲୋକଟି ଦୁଇ ଭାଲୁଙ୍କ ସହିତ ଲଢେଇ କରି ବର୍ତ୍ତି ଯାଇଛି । ଜଙ୍ଗଲ ଅବକ୍ଷୟ ଯୋଗୁ ଭାଲୁ ମାନେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁକୁ ପଶି ଲୋକଙ୍କୁ କରୁଛନ୍ତି ଆକ୍ରମଣ । ସୋର ମଣିପୁର…
Read More...

ନୂଆପଡ଼ାରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ ୨୦ ଆହତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗାଁରେ ଝାଡାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଝାଡାବାନ୍ତିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତରବୋଡ…
Read More...

ରଣବୀରଙ୍କ ନ୍ୟୁଡ୍‌ ଫଟୋକୁ ପସନ୍ଦ କଲେ ରାମ ଗୋପାଲ

ମୁମ୍ବାଇ: ଯେବେଠୁ ବଲିଉଡର ହ୍ୟାଣ୍ଡସମ୍‌ ରଣବୀର ସିଂହ ନ୍ୟୁଡ୍‌ ଫଟୋସୁଟ୍‌ କରାଇଛନ୍ତି, ସେବେଠୁ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ଅନେକ ତାଙ୍କୁ ତାଙ୍କର ଏହି ଉଲଗ୍ନ ଫଟୋକୁ ନେଇ ଟ୍ରୋଲ କରୁଛନ୍ତି।…
Read More...

ରାହୁଲଙ୍କୁ ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ପୁଲିସ୍‌ ହେପାଜତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ତାଙ୍କୁ ଦିଲ୍ଲୀ ପୁଲିସ୍‌ ରାସ୍ତାରୁ ଉଠାଇ ନେଇ ବସ୍‌ ଭିତରେ ଅଟକ ରଖିଛି। କେବଳ ରାହୁଲ ଗାନ୍ଧି ନୁହନ୍ତି କଂଗ୍ରେସର ଅନେକ ବରିଷ୍ଠ ନେତା ବିକ୍ଷୋଭ…
Read More...