ନୀତୀଶଙ୍କ ଇସ୍ତଫା ପରେ ବିଜେପି ଦେଲା ପ୍ରଥମ ପ୍ରତିକ୍ରିୟା; ଜନତା ହିଁ ଉଚିତ୍ ଶିକ୍ଷା ଦେବେ

ପାଟାନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, “ଯେଉଁମାନେ ଏଭଳି କରିଛନ୍ତି, ଯେଉଁମାନେ ନିଜ…
Read More...

ଜୀ ସାର୍ଥକ ର ମୋ ଅଗଣାର ତୁଳସୀ ତୁ ଏବେ ସମସ୍ତ ଙ୍କ ପ୍ରିୟ

ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ରାଜଧାନୀ ଭୁବନେଶ୍ୱର ଆସିଛି ତାର ସ୍ୱପ୍ନକୁ ସତ କରିବାକୁ । ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି ଜଣକ ଘରେ ରହିବାକୁ, ହାଣ୍ଡିଶାଳ ସମ୍ଭାଳିବାକୁ କିନ୍ତୁ ସେଇ…
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ପୋଷଣ ସହିତ ଶିଶୁକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ ମା’ କ୍ଷୀର

ଭୁବନେଶ୍ୱର, ୪ ଅଗଷ୍ଟ ୨୦୨୨: ‘‘ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ପୋଷଣ ଶକ୍ତି ରହିଛି। ଏହା ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ପିଲାକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଶିଶୁର ଶାରୀରିକ,…
Read More...

‘ଏନରାଫ ନୋନିଅସ ଓ ଏବିଜେ ଫାଉଣ୍ଡେସନ ମଧ୍ୟରେ ବୁଝାମଣା’

ଭୁବନେଶ୍ୱର – ଭାରତର ସ୍ୱାସ୍ଥ୍ୟକ୍ଷେତ୍ରରେ ନେଦରଲାଣ୍ଡର ଏନରାଫ ନୋନିଅସ ପୁଞ୍ଜିନିବେଶ କରିବାକୁ ଯାଉଛି । ଏପିଜେ ଫାଉଣ୍ଡେସନ ସହ ଏନେଇ ଏନରାଫ ପକ୍ଷରୁ ଆଲୋଚନା ହୋଇ ଚୁକ୍ତି ବୁଝାମଣା ଶେଷ ହୋଇଛି । ପ୍ରାୟ ୧୦ ହଜାର…
Read More...

ଭୁବନେଶ୍ଵରଠାରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ୱର, ୧୯ ଜୁଲାଇ ୨୦୨୨: ସାନ ସାନ ପିଲାଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ପୋଷଣ ନିହାତି ଜରୁରୀ। ତେଣୁ ପୋଷଣର ଅଭାବ ଦେଖାଦେଲେ ଶିଶୁଙ୍କ କ୍ଷେତ୍ରରେ ‘ଷ୍ଟଣ୍ଟିଂ’ ବା ବୟସ ଅନୁପାତରେ ଉଚ୍ଚତା ବୃଦ୍ଧି…
Read More...

ସାରା ଓଡ଼ିଶାରେ ମୁକ୍ତିଲାଭ କଲା‌ ‘କହିବିନି ତତେ ଆଇ ଲଭ୍ ୟୁ’

ଭୁବନେଶ୍ବର(ଆମ ଟିଭି): ତିତ୍‌ଲି ପ୍ରଡକ୍ସନ୍ ନିବେଦିତ ଓ ଏଲ୍‌ ପ୍ରଡକ୍ସନ୍ ସହଯୋଗରେ ନିର୍ମିତ ଓଡ଼ିଆ ସିନେମା ‘କହିବିନି ତତେ ଆଇ ଲଭ୍ ୟୁ’ ସାରା ଓଡ଼ିଶାରେ ୨୦ଟି ହଲ୍‌ରେ ରିଲିଜ୍ ହୋଇଯାଇଛି। । ଭୁବନେଶ୍ବର ସ୍ବାତୀରେ…
Read More...

ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ଓ ପାଚନ ସମସ୍ୟା ଉପରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ୱର, ୧୭ ଜୁଲାଇ ୨୦୨୨: ପୂର୍ବ ଭାରତର ପ୍ରଥମ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଏଆଇପିଏଚ୍‌ ପକ୍ଷରୁ ରବିବାର ଦିନ ଏକ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ କରାଯାଉଛି। ଏହି କର୍ମଶାଳା ‘ଷ୍ଟଣ୍ଟିଂ ଆଣ୍ଡ୍ ଗଟ୍…
Read More...

ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ ଆସନ୍ତା ୧୮ ଜୁଲାଇରୁ

ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି ଆଉ ଏକ ନୂଆ ମେଗା ସିରିୟଲ । ‘ମା ଯାହାର ସାହା’ ନାମରେ ଏହି ନୂଆ ସିରିୟଲଟି ଆସନ୍ତା ୧୮ ଜୁଲାଇ ଠାରୁ ପ୍ରସାରିତ ହେବ । ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ…
Read More...

ଜୀ ସାର୍ଥକରେ ଦେଖନ୍ତୁ ‘ସିନେ ମହାମିଳନ’ ଜୁଲାଇ ୩ ତାରିଖରେ

ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି "ସିନେ ମହାମିଳନ" । ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଏହାର ପ୍ରସାରଣ ହେବ । ଏହି ମହାମଞ୍ଚରେ ଓଡିଶା ସିନେ ଇଣ୍ଡଷ୍ଟ୍ରିର ସବୁ ମେଗାଷ୍ଟାରମାନଙ୍କୁ ଦେଖିବାକୁ ପାଇବେ ।…
Read More...

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – ‘ନାଲି ବିନ୍ଦୁ’ ଅଭିଯାନ

ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ । ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ । ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି…
Read More...