ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। । ଏଥିନିମନ୍ତେ ୫ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ବା…
Read More...

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍

ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ସେପଟେ ଏବେ…
Read More...

ଆଜି ଆୟୁର୍ବେଦ ଦିବସ: ଦେଶବ୍ୟାପୀ ସ୍ଵାସ୍ଥ୍ୟ ପ୍ରକଳ୍ପର ଉଦଘାଟନ କରିବେ ପିଏମ୍

ଭୁବନେଶ୍ଵର: ଆଜି ଧନ୍ବନ୍ତରୀ ଜୟନ୍ତୀ ତଥା ନବମ ଆୟୁର୍ବେଦ ଦିବସ ଅବସରରେ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ଵାସ୍ଥ୍ୟ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ…
Read More...

ସୁନା ସଫା ନାଁରେ କରୁଥିଲେ ଲୁଟ, ୯ ଜଣଙ୍କୁ ବନ୍ଧିଲା ପୋଲିସ

ସୁନା ଅଳଙ୍କାର ସଫା କରିଦେବାର ଲୋଭ ଦେଖାଉଥିଲେ। ଏହାପରେ ମଉକା ଦେଖି କରୁଥିଲେ ହାତସଫେଇ। ତ୩ ବର୍ଷ ହେଲା ଏମିତି ଅନେକ ଲୋକଙ୍କୁ ଲଗାଇଥିଲେ ଚୂନା। ସୁନା ସଫା କରିଦେବା ନାଁରେ ଆଖି ଆଗରୁ ସୁନା ନେଇ ଫେରାର ହୋଇ…
Read More...

ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନତେରସ୍

ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ବିଶ୍ୱାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ସୁନା ଗହଣା କିଣିବା ଲାଗି ବିଭିନ୍ନ ଗହଣା ଦୋକାନରେ ନୂଆ ନୂଆ ଡିଜାଇନର ଗହଣା ସାଂଗକୁ…
Read More...

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ…
Read More...

କାଲିଠୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+

ଆସନ୍ତାକାଲିଠାରୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।…
Read More...

ଜେଲେନସ୍କିଙ୍କ ଦୃଢ଼ ସଙ୍କେତ: ଭାରତ ଚାହିଁଲେ ଯୁଦ୍ଧ ରୋକିପାରିବ ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହିଁଲେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିପାରିବେ। କୌଣସି ଯୁଦ୍ଧରେ ଭାରତ ଏବଂ ମୋଦୀଙ୍କର ବଡ଼ ମୂଲ୍ୟବୋଧ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି…
Read More...

ସାମୁଦ୍ରିକ ଝଡ଼ ‘ଟ୍ରାମି’ର ତାଣ୍ଡବ ; ଗଲାଣି ୧୩୦ରୁ ଅଧିକ ଜୀବନ , ଅନେକ ନିଖୋଜ

ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘ଟ୍ରାମି’ର ତାଣ୍ଡବ । ଝଡ ନେଲାଣି ୧୩୦ରୁ ଅଧିକ ଜୀବନ, ଏବେ ବି ଅନେକ ନିଖୋଜ । ଫିଲିପାଇନ୍ସର ଉତ୍ତର-ପଶ୍ଚିମମାଞ୍ଚଳର ବାତାଙ୍ଗସ୍ ପ୍ରଦେଶରେ ଆସିଥିବା ସାମୁଦ୍ରିକ ଝଡ଼ ‘ଟ୍ରାମି’ ପ୍ରାୟ…
Read More...

ଜମ୍ମୁ-କଶ୍ମୀରେ ସେନା ଗାଡ଼ି ଉପରକୁ ଗୁଳି ଚଳାଇଲେ ସନ୍ଦିଗ୍ଧ ଆତଙ୍କବାଦୀ

ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଏକ ଦଳ ଏକ ସେନା ଗାଡି ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଗୁଳି ଚାଳନାରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଏବେ ଜମ୍ମୁ-କଶ୍ମୀରର…
Read More...