ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ମାନିଲେନି, ଦାବି ପୂରଣ ନହେବା ଯାଏ କାର୍ଯ୍ୟକୁ ଫେରିବେନି

ଆର୍‌.ଜି କର ହସ୍ପିଟାଲର ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧର ଜୁନିଅର ଡାକ୍ତରଙ୍କ ହରତାଳ ମଙ୍ଗଳବାର ୩୧ ଦିନରେ ପହଞ୍ଚିଛି। ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ…
Read More...

ଥମୁନି ମଣିପୁର ହିଂସା: ସପ୍ତାହରେ ୧୧ ମୃତ, ୫ ଦିନ ଇଣ୍ଟରନେଟ ସେବା ବନ୍ଦ

ମଣିପୁରରେ ପୁଣି ଜାତିଗତ ହିଂସାର ସୂତ୍ରପାତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ପାଞ୍ଚଦିନ ଅର୍ଥାତ୍‌ ଚଳିତମାସ ୧୫ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ଏହାବ୍ୟତୀତ ରାଜଧାନୀ ଇମ୍ଫାଲ ଓ ଏହାର…
Read More...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ଭାରତ ଟ୍ରେନକୁ ପଥର ମାଡ଼; ଥାନାରେ ମାମଲା ରୁଜୁ

ଆସନ୍ତା ୧୫ ତାରିଖରେ ଉଦ୍‌ଘାଟନ ହୋଇଥାନ୍ତା ବନ୍ଦେ ଭାରତ ଟ୍ରେନ୍‌। ଏହା ପୂର୍ବରୁ ଚାଲୁଥିଲା ଟ୍ରାଏଲ୍‌ ରନ୍‌। ଏହି ସମୟରେ ଟ୍ରେନ୍‌ ଉପରକୁ ହେଲା ପଥରମାଡ଼। ଏଥିରେ ଟ୍ରେନ୍‌ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା…
Read More...

ଉତ୍ତରପ୍ରଦେଶର ବାହରିଚରେ ଆତଙ୍କ ସୃଷ୍ଟି କରିଥିବା ଗଧିଆ ଉପରେ ଲାଗିଛି ଲଗାମ

ଉତ୍ତରପ୍ରଦେଶର ବାହରିଚରେ ଆତଙ୍କ ସୃଷ୍ଟି କରିଥିବା ଗଧିଆ ଉପରେ ଲାଗିଛି ଲଗାମ । ବନ ବିଭାଗ ଆଜି ଭୋରରୁ ଏକ ଗଧିଆକୁ କାବୁ କରିଛି। ଏହାକୁ ମିଶାଇ ଏଯାବତ ୫ଟି ଗଧିଆ କାବୁ ହୋଇ ସାରିଲେଣି। ଏବେବି ଆଉ ଏକ ଘାତକ ଗଧିଆ…
Read More...

ହାତୀଙ୍କୁ କାଳ ହେଉଛି ବିଦ୍ୟୁତ, ପୁଣି ଆଉ ଏକ ହାତୀର ମୃତ୍ୟୁ

ପୁଣି ବିଦ୍ୟୁତ ତାର ଆଘାତରେ ଆଉ ଏକ ହାତୀର ଜୀବନ ଯାଇଛି । ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏକ ମୃତ ହାତୀ ଠାବ କରାଯାଇଥିବା ବେଳେ ବିଦ୍ୟୁତ ତାରରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।…
Read More...

ଶସ୍ତା ହେବ କ୍ୟାନସର ଔଷଧ

ସୋମବାର ଅନୁଷ୍ଠିତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି। ସେହିପରି ଲୁଣିଆ…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଡାକ୍ତରଙ୍କ ଅଣଦେଖା; କାମକୁ ଫେରୁନାହାଁନ୍ତି

ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର। ପଶ୍ଚିମବଙ୍ଗ ଆରଜି.କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି ରଖିଥିବା କନିଷ୍ଠ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ…
Read More...

ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି

କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ଆମେରିକୀୟ ଗସ୍ତ ସମୟରେ କ୍ରମାଗତ ଭାବରେ ଭାଜପା ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛନ୍ତି। ଏବେ ସେ ପୁଣି ଥରେ ଭାଜପାକୁ ନେଇ ଏକ ବଡ଼…
Read More...

ରାହୁଲଙ୍କ ବୟାନକୁ ନେଇ ଖଡଗହସ୍ତ ମାୟାବତୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଏବେ ଆମେରିକାରେ ଏକ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ସମସ୍ତ ଭାଜପା ନେତାଙ୍କଠାରୁ ପ୍ରତିକ୍ରିୟା ଆସୁଛି। ବର୍ତ୍ତମାନ ସଂରକ୍ଷଣ ନେଇ କଂଗ୍ରେସ ନେତାଙ୍କ…
Read More...

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି…
Read More...