ଆସାମରେ ବନ୍ୟା ସ୍ଥିତି ଭୟଙ୍କର

ଭୀଷଣ ବନ୍ୟା ଯୋଗୁ ବାଜାଲୀ, ବାରପେଟା, ବିଶ୍ୱନାଥ, କାଚର, ଚିରଙ୍ଗ, ଡାରଙ୍ଗ, ଧମାଜୀ, ଧୁବ୍ରି, ଦିବ୍ରୁଗଡ, ଡିମା ହାସାଓ, ଗୋଲପାରା, ଗୋଲାଘାଟ, ହିଲାକାଣ୍ଡି, ହୋଜାଇ, କାମ୍ରୁପ, କାମ୍ରୁପ ମହାନଗର ନିଗମ, କରିମଗଞ୍ଜ, ଲାଖିମପୁର, ମଜୁଲିପୁର, ନାଗୁଲନ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।  ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଚାଚର ଜିଲ୍ଲା। ଏହି ଜିଲ୍ଲାରେ ପ୍ରାୟ ୧୪.୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ।

 

Comments are closed.