କାହିଁକି ଏମିତି କହିଲେ ଅରବିନ୍ଦ କେଜ୍ରିୱାଲ୍
ନୂଆଦିଲ୍ଲୀ: ୨୦୧୫ରୁ ଦିଲ୍ଲୀରେ ବଳକା ରାଜସ୍ବ ରହୁଛି ବୋଲି ଭାରତର ‘କମ୍ପ୍ଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍’(ସିଏଜି) ରିପୋର୍ଟ ପ୍ରକାଶ କରିବାର ଦିନକ ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ଏହି ‘ସଂଖ୍ୟା’ ହେଉଛି ‘ଆମ୍ ଆଦ୍ମି ପାର୍ଟି’ ସାଧୁତାର ସବୁଠୁ ବଡ଼ ପ୍ରମାଣ।
Comments are closed.