+୨ ପାଇଁ ୧୦ ରୁ ନାମ ଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର(ମହକ ଟିଭି): ଆସନ୍ତା ବୁଧବାରରୁ +୨ ନାମଲେଖା ଲାଗି ଆବେଦନ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । sams ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସିବିଏସ୍‌ଇ ଓ ଆଇସିଏସ୍‌ଇ ରେଜଲ୍ଟ ବାହାରିନି । ତେଣୁ ଆବଶ୍ୟକ ସ୍ଥଳେ ଆଡିମିଶନ ଲାଗି ଆବେଦନ ତାରିଖ ଘୁଞ୍ଚାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Comments are closed.