ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୧୮ରେ ଉଦଘାଟିତ ହେବ ଗୁରୁପ୍ରିୟା ସେତୁ

ଜଳ ସମସ୍ୟାର ସମାଧାନ ପାଇଁ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହୋଇସାରିଛି ଗୁରୁପ୍ରିୟା ସେତୁ, ଯାହାକୁ ଆସନ୍ତା ୧୮ ତାରିଖରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯୧୦ ମିଟର ଦୈଘ୍ୟ ବିଶିଷ୍ଟ୍ୟ ଏହି ସେତୁର ଯାଞ୍ଚ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇସାରିଛି । ଜଳ ସମସ୍ୟାରେ ଥିବା ୧୫୦ ଗ୍ରାମର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ସେତୁ ନିର୍ମାଣ ହେବା ଦ୍ୱାରା ଉପକୃତ ହେବେ ।

Comments are closed.