ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରୀକ୍ଷା ଫଳ ପ୍ରକାଶ ପାଇଛି । ୱେବସାଇଟ ମାଧ୍ୟମରେ ପରୀକ୍ଷା ଫଳ ଦେଖିହେବ ବୋଲି ସିବିଏସ୍ଇର ବିଭାଗୀୟ ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସର୍ବମୋଟ ୮୩ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି । ଗାଜିଆବାଦର ମେଘନା ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ସେ ସର୍ବମୋଟ ୫୦୦ରୁ ୪ ୯୯ ରଖି ଟପ୍ପର ହୋଇଛନ୍ତି ।

Comments are closed.