ପୁଣିଥରେ ପ୍ରେମରେ ପଡିଲେ ସିଦ୍ଧାର୍ଥ: ଏଥର କାଇରା ଆଡଭାନୀ

sidharth-malhotra-kiara-advani-dating-mahak-tv

ବଲିଉଡ ଜଗତର ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ପୁଣି ଥରେ ପଡିଛନ୍ତି ପ୍ରେମରେ । ଆଲିଆ ଭଟ୍ଟଙ୍କ ସହ ବ୍ରେକ୍ ଅପ୍ ହେବା ପରେ ଏବେ ଅଭିନେତ୍ରୀ କାଇରା ଆଡଭାନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଛି ।dating

ସିନେମା ନିର୍ମାତା କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ଏକ ପାର୍ଟିରେ ପ୍ରଥମଥର ପାଇଁ କାଇରା ଓ ସିଦ୍ଧାର୍ଥ ମିଟ୍ କରିଥିଲେ । ପରେ କାଇରାଙ୍କ ଜନ୍ମଦିନ ପାର୍ଟିରେ ସେ ଯୋଗ ଦେଇଥିଲେ ଓ ପରେ ସେଦୁହିଙ୍କ ଯୋଡିକୁୁ କେତେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି । ଏନେଇ ଗଣମାଧ୍ୟମକୁ ସତ କଥା ଲୁଚେଇବାକୁ ଯାଇ ସିଦ୍ଧାର୍ଥଙ୍କ କହିଛନ୍ତି କି, ‘ମୁଁ କେବଳ କାମକୁ ଧ୍ୟାନ ଦେଉଛିି । ବାକି କାମ ପାଇଁ ମୋ ପାଖରେ ଟାଇମ୍ ନାହିଁ । ତେବେ ଦେଖାଯାଉ କେବେ ସିଦ୍ଧାର୍ଥ ନିଜ ପ୍ରେମ କାହାଣୀ ସର୍ବସମ୍ମୁଖରେ ପ୍ରକାଶ କରୁଛନ୍ତି ?