ଆଗକୁ ଆହୁରି ବଢିବ ତାତି

ଏଥର ପ୍ରବଳ ତାତି ଅନୁଭୂତ ହେବ। ଆଗକୁ ତାତି ବଢ଼ିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ତେବେ କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…
Read More...

ବଦଳିଲେ ଦୁଇ ଜିଲ୍ଲାର ଏସପି

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଦୁଇ ଜଣ ପୁଲିସ ଏସପିଙ୍କୁ ବଦଳି କରିଛନ୍ତି। ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ଭାବେ ଦୁଇ ଜଣ ପୁଲିସ IPS ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିପରି…
Read More...

ପୁଣି ଆପ ବିଧାୟକଙ୍କ ଘରେ ଇଡି

ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପରେ ଇଡି ଜାଲରେ ଫଶିଲେ ଆଉ ଜଣେ ଆମ୍‌ ଆଦମୀ ପାର୍ଟି ବିଧାୟକ। ଅଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଆପ୍‌ ବିଧାୟକ ଗୁଲାବ ସିଂହଙ୍କ ଘରେ ଚଢ଼ାଉ କରିଛି। ଏନେଇ ଆମ୍‌ ଆଦମୀ…
Read More...

ମସ୍କୋରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି

ରୁଷର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଃଖ ସମୟରେ ରୁଷ ସହ ଭାରତ ଠିଆ ହୋଇଛି ବୋଲି ସେ କହିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ…
Read More...

ମସ୍କୋରେ ଆତଙ୍କୀ ହାମଲା, ୬୦, ମୃତ, ୧୪୦ ଆହତ

ଋଷର ରାଜଧାନୀ ମସ୍କୋରେ ହୋଇଛି ଆତଙ୍କୀ ହାମଲା। ମସ୍କୋସ୍ଥି ଏକ ସିଟି ହଲ୍‌ରେ ହୋଇଥିବା ଭିଡ ଉପରେ ଆଖି ବୁଜା ଗୁଳି ଚଳାଇବା ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୬୦ ଜଣ ପ୍ରାଣ ହରାଇଥିବା ବେଳେ ୧୪୫ରୁ ଅଧିକ…
Read More...

ମୁଁ ଇସ୍ତଫା ଦେବି ନାହିଁ

ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇସାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିଓ୍ୱାଲ। ତେବେ ଗିରଫ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏକ ଜନସାର୍ଥ୍ୟ…
Read More...

ଭୂମିକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ

ଶୁକ୍ରବାର ଇଣ୍ଡୋନେସିଆର ଜାଭା ଦ୍ୱୀପ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (BKMG) କହିଛି ଯେ ରକ୍ଟର ସ୍କେଲରେ ଏହା ୬.୧ ମାପ ବିଶିଷ୍ଟ ଏକ ଭୂକମ୍ପ ଉପକୂଳଠାରୁ ୧୦…
Read More...

ତିନି କ୍ଷେତ୍ରକୁ ନେଇ ନବୀନ ନିବାସରେ ଚାଲିଛି ଅଙ୍କ କଷା

ମେଣ୍ଟ ଚର୍ଚ୍ଚା ଭିତରେ ଆଜି ନବୀନ ନିବାସରେ ପୁଣିଥରେ ଚାଲିଛି ନିର୍ବାଚନୀ କସରତ୍ । ତିନିଟି ସଂସଦୀୟ କ୍ଷେତ୍ର ବରଗଡ଼, କଳାହାଣ୍ଡି ଓ ବଲାଙ୍ଗିର ସଂସଦୀୟ କ୍ଷେତ୍ର ସଂକ୍ରାନ୍ତରେ ଆଲୋଚନା ପାଇଁ ପହଞ୍ଚିଛନ୍ତି ବିଧାୟକ,…
Read More...

ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର : ଆଜିଠୁ ତାତି କରିବ ଅସ୍ତବ୍ୟସ୍ତ । ଦୁଇଦିନର ଲଗାଣ ବର୍ଷା ପରେ ଆଜିଠୁ ପାଗରେ ପରିବତ୍ତନ । ସାରା ରାଜ୍ଯରେ ବଢିବ ତାପମାତ୍ରା । ଆସନ୍ତା କାଲି ସୁଦ୍ଧା ସ୍ବାଭାବିକଠାରୁ ୮ ରୁ ୧୦ ଡିଗ୍ରୀ ତାତି ବଢିବା ନେଇ…
Read More...

ସ୍ଵର୍ଗଦ୍ଵାରରେ ହେବ ଦାମଙ୍କ ଶେଷକୃତ୍ୟ

ଭୁବନେଶ୍ୱର : ପାରାଦୀପ-ଏରସମା ଅଭିମୁଖେ ଡାକ୍ତର ଦାମ ରାଉତଙ୍କ ପାର୍ଥିବ ଶରୀର। ପୁରୀ ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ। ସେଠାରୁ ତିର୍ତ୍ତୋଲରେ କିଛି…
Read More...