ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ Z+ ସୁରକ୍ଷା

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏଣିକି ତାଙ୍କୁ ‘ଜେଡ୍‌’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାପୂର୍ବରୁ ଜୟଶଙ୍କରଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଉଥିଲା। ସରକାରୀ…
Read More...

ଅପରେସନ ଅଜୟ, ଇସ୍ରାଏଲରୁ ଫେରିଲେ ଭାରତୀୟ

ଯୁଦ୍ଧର ଘମାଘୋଟ ଭିତରେ ‘ଅପରେସନ୍ ଅଜୟ’ ଜରିଆରେ ସ୍ୱଦେଶ ଫେରିଛନ୍ତି ପ୍ରଥମ ବ୍ୟାଚ୍‌ ଭାରତୀୟ। ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ । ଅପରେସନ୍ ଅଜୟର ପ୍ରଥମ ବ୍ୟାଚରେ ୨୧୨ ଜଣ…
Read More...

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ବଢୁଛି ଚିନ୍ତା

ମାଡି ଚାଲିଛି ସ୍କ୍ରବ୍‌ ଟାଇଫସ୍‌ । ଲଗାତାର ଭାବରେ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁଣି ଦିନକରେ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୫୧ ନମୁନାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା…
Read More...

ଇସ୍ରାଏଲରେ ଏକ ହେଲେ ବିରୋଧୀ, ସରକାର

ଜେରୁଜେଲମ୍‌/ଗାଜା ସିଟି: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଜଣେ ବରିଷ୍ଠ ବିରୋଧୀ ନେତା ବୁଧବାର ଯୁଦ୍ଧକାଳୀନ ଏକତା ସରକାର ଗଠନ ପାଇଁ ସହମତି ପ୍ରକାଶ କରିଛନ୍ତି। ଯୁଦ୍ଧରେ ୨,୨୦୦ରୁ ଊର୍ଦ୍ଧ୍ୱ…
Read More...

ଅପରେସନ ଅଜୟ ଦ୍ୱାରା ଇସ୍ରାଏଲରୁ ଉଦ୍ଧାର ହେବେ ଭାରତୀୟ

ଇସ୍ରାଏଲ ରୁ ଉଦ୍ଧାର ହେବେ ଭାରତୀୟ ନାଗରିକ । ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ ଭାରତ ସରକାର ଅପରେସନ ଅଜୟ ଆରମ୍ଭ କରିଛନ୍ତି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ…
Read More...

ନବୀନଙ୍କୁ ଭେଟିଲେ ସେଫ ବିକାଶ ଖାନ୍ନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ରର ଅବିକଳ ପ୍ରତିକୃତି ସ୍ଥାପନା କରି ସେ ବେଶ୍ ପ୍ରଶଂସା ସାଉଁଟିଥିଲେ ।…
Read More...

ଆଜି ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ନବୀନ

ମାଲକାନଗିରି: ଆଜି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଲେଖାହେବ ନୂଆ ଅଧ୍ୟାୟ । ଯୋଡି ହେବ ଗାଁରୁ ରାଜଧାନୀ । ଐତିହାସିକ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିର…
Read More...

ବିଜୟ ପଥରେ ଭାରତୀୟ ଟିମ୍

ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍‌ରେ ଗର୍ଜିଛି ଟିମ ଇଣ୍ତିଆର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ। ରୋହିତଙ୍କ ରେକର୍ଡ ୧୩୧ ରନର ଇନିଂସ ବଳରେ ଭାରତୀୟ ଟିମ ଆଜି ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଛି। ଆଫଗାନିସ୍ତାନ…
Read More...

ବିହାରରେ ଟ୍ରେନ ଦୁର୍ଘଟଣା

ବିହାରର ବକ୍ସରରେ ଗତ ରାତିରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୪ ଜୀବନ ଚାଲି ଯାଇଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ବକ୍ସରର ରଘୁନାଥପୁର ଷ୍ଟେଶନରେ ଏହି ଅଘଟଣ ଘଟିଛି। ଦିଲ୍ଲୀର ଆନନ୍ଦ ବିହାର…
Read More...

ଭୟଙ୍କର ରୂପ ନେଉଛି ଇସ୍ରାଏଲ ହମାସ ଯୁଦ୍ଧ

ନୂଆଦିଲ୍ଲୀ : ୫ ଦିନରେ ପହଞ୍ଚିଲାଣି ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ । ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଛାରଖାର ହୋଇଗଲାଣି ଗାଜା । ଗତକାଲି ଗୋଟିଏ…
Read More...