ପାକିସ୍ତାନରେ ପାଳନ କରାଗଲା ୭୨ତମ ସ୍ୱାଧୀନତା ଦିବସ

ଭାରତଠାରୁ ଗୋଟିଏ ଦିନ ବ୍ୟବଧାନରେ ସ୍ୱାଧୀନତା ଦିବସ ପାଳନ କରିଆସୁଛି ପାକିସ୍ତାନ । ଆଜି ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ସଂଗୀତ ସହ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏନେଇ ଇସ୍ଲାମାବାଦର କନଭେନଶନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମମୁନ ହୁସେନ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛନ୍ତି ।

Comments are closed.