Browsing Category

ଓଡ଼ିଶା

ବଦଳିଲେ ଦୁଇ ଜିଲ୍ଲାର ଏସପି

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଦୁଇ ଜଣ ପୁଲିସ ଏସପିଙ୍କୁ ବଦଳି କରିଛନ୍ତି। ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ଭାବେ ଦୁଇ ଜଣ ପୁଲିସ IPS ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିପରି…
Read More...

ତିନି କ୍ଷେତ୍ରକୁ ନେଇ ନବୀନ ନିବାସରେ ଚାଲିଛି ଅଙ୍କ କଷା

ମେଣ୍ଟ ଚର୍ଚ୍ଚା ଭିତରେ ଆଜି ନବୀନ ନିବାସରେ ପୁଣିଥରେ ଚାଲିଛି ନିର୍ବାଚନୀ କସରତ୍ । ତିନିଟି ସଂସଦୀୟ କ୍ଷେତ୍ର ବରଗଡ଼, କଳାହାଣ୍ଡି ଓ ବଲାଙ୍ଗିର ସଂସଦୀୟ କ୍ଷେତ୍ର ସଂକ୍ରାନ୍ତରେ ଆଲୋଚନା ପାଇଁ ପହଞ୍ଚିଛନ୍ତି ବିଧାୟକ,…
Read More...

ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର : ଆଜିଠୁ ତାତି କରିବ ଅସ୍ତବ୍ୟସ୍ତ । ଦୁଇଦିନର ଲଗାଣ ବର୍ଷା ପରେ ଆଜିଠୁ ପାଗରେ ପରିବତ୍ତନ । ସାରା ରାଜ୍ଯରେ ବଢିବ ତାପମାତ୍ରା । ଆସନ୍ତା କାଲି ସୁଦ୍ଧା ସ୍ବାଭାବିକଠାରୁ ୮ ରୁ ୧୦ ଡିଗ୍ରୀ ତାତି ବଢିବା ନେଇ…
Read More...

ସ୍ଵର୍ଗଦ୍ଵାରରେ ହେବ ଦାମଙ୍କ ଶେଷକୃତ୍ୟ

ଭୁବନେଶ୍ୱର : ପାରାଦୀପ-ଏରସମା ଅଭିମୁଖେ ଡାକ୍ତର ଦାମ ରାଉତଙ୍କ ପାର୍ଥିବ ଶରୀର। ପୁରୀ ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ। ସେଠାରୁ ତିର୍ତ୍ତୋଲରେ କିଛି…
Read More...

ଦାମଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି

ଭୁବନେଶ୍ୱର/ନୂଆଦିଲ୍ଲୀ :  ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ସୋସିଆଲ ମିଡିଆ ‘ଏକ୍ସ’ରେ ଏକ…
Read More...

ନିର୍ବାଚନ ପାଇଁ ଫୁଲ ଦମରେ ପ୍ରସ୍ତୁତ ହେଉଛି ବିଜେଡି

ଭୁବନେଶ୍ୱର: ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି। ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା। ଆଜି ତିନୋଟି ଲୋକସଭା କ୍ଷେତ୍ରର ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସକାଳ ସାଢେ…
Read More...

ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ଡାକ୍ତର…
Read More...

ଆଜି ହେଉଛି କୋଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଦିବସ

ଆଜି ହେଉଛି ବିଶ୍ୱ ପଖାଳ ଦିବସ। ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ମୁଠେ ଖାଇ ଦେଲେ ମନକୁ ଶାନ୍ତି ମିଳେ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ…
Read More...

ଏହି ସବୁ ଜିଲ୍ଲାରେ ଅଧିକ ବର୍ଷିବ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ଯରେ ନିମ୍ନଚାପ ଓ ଗୁରୁଚାପବଳୟ ପ୍ରଭାବ ଯୋଗୁଁ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ସର୍ବାଧିକ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ରହିଛି । ଗତକାଲି ଠାରୁ ଉତ୍ତର ଓଡ଼ିଶା ବିଭିନ୍ନ ଅଂଚଳରେ ବର୍ଷା…
Read More...

୨୨ ଯାଏ ମିଳିବ ଆଶ୍ୱସ୍ତି

ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ମିଳିବ ଆଶ୍ୱସ୍ତି । ରାଜ୍ୟରେ ତିନି ଦିନ ପର୍ଯ୍ୟନ୍ତ ରହିଛି କାଳବୈଶାଖୀ ବର୍ଷା । ଆଜି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପାଇଁ ୧୨…
Read More...