ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବୁ: ମାଓବାଦୀ

ରାୟଗଡ ଜିଲ୍ଲା କଲ୍ୟାଣସଂହପୁର ବ୍ଲକ୍ ପରସଲି ଅଞ୍ଚଳରେ ପୁଣି ଥରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଆସନ୍ତାକାଲି ହେବାକୁ ଯାଉଥିବା ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବା ପାଇଁ ଏଥିରେ ଚେତାବନୀ ଦିଆଯାଇଛି । ମାଓ ପୋଷ୍ଟର ମଧ୍ୟରୁ ଗୋଟିଏ ଅଙ୍ଗନବାଡି କେନ୍ଦ୍ରରେ…

ସ୍ୱାଧୀନତା ଅବସରରେ ମୋଦୀଙ୍କର ଦମଦାର୍ ଅଫର

ଆସନ୍ତା କାଲି ସାରା ଭାରତବର୍ଷରେ ପାଳନ ହେବାକୁ ଯାଉଛି ୭୨ତମ ସ୍ୱାଧୀନତା ଦିବସ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାଙ୍କ ପାଇଁ 'ଆୟୁଷ୍ମାନ ଯୋଜନା'ର ଘୋଷଣା କରିବେ ସୂଚନା ମିଳିଛି । ଯାହକି କେତେକ ସ୍ୱତନ୍ତ୍ର ଜିଲ୍ଲା ଚିକିତ୍ସାଳୟମାନଙ୍କରେ କାର୍ଯ୍ୟକାରୀ ହେବ ।…

ପାକିସ୍ତାନରେ ପାଳନ କରାଗଲା ୭୨ତମ ସ୍ୱାଧୀନତା ଦିବସ

ଭାରତଠାରୁ ଗୋଟିଏ ଦିନ ବ୍ୟବଧାନରେ ସ୍ୱାଧୀନତା ଦିବସ ପାଳନ କରିଆସୁଛି ପାକିସ୍ତାନ । ଆଜି ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ସଂଗୀତ ସହ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏନେଇ ଇସ୍ଲାମାବାଦର କନଭେନଶନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମମୁନ ହୁସେନ ପତାକା ଉତ୍ତୋଳନ…

ସ୍କୁଲରୁ ଫେରୁଥିବା ସମୟରେ ଟ୍ରକ୍ ଧକ୍କା: ଛାତ୍ରୀ ଗୁରୁତର

ଆଜି ମୁଷାପାପୁଲି ସ୍କୋୟାରଠାରେ ଶୁଭସ୍ମିତା ନାୟକ ନାମକ ୬ ବର୍ଷର ଜଣେ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଛି । ଫଳରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।…

ଏହି ରାଶିର ଲୋକେ ନିଜର ଦୁଃଖକୁ କେବେବି ପ୍ରକାଶ କରନ୍ତି ନାହିଁ

ସମାଜରେ ଏପରି କିଛି ଲୋକ ରହିଥାନ୍ତି, ଯେଉଁମାନେ ସୁଖରେ ବା ଦୁଃଖରେ ରହିଲେ ସମସ୍ତେ ଜାଣିପାରନ୍ତି । ପରନ୍ତୁ ଆଉ କିଛି ଲୋକ ନିଜର ଦୁଃଖକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ ଓ ସେମାନେ ଦୁଃଖରେ ଥାଇ ମଧ୍ୟ ଅନ୍ୟ ଆଗରେ ଖୁସିରେ କଥା ହୁଅନ୍ତି । ଯେତେବି ଜଟିଳ ପରିସ୍ଥିତି ଆସିଲେ ସେମାନେ…

କେରଳରେ ପୁଣି ବର୍ଷାର ସମ୍ଭାବନା

ବର୍ଷା ସାଙ୍ଗକୁ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏପର୍ଯ୍ୟନ୍ତ କେରଳରେ ପାଖାପାଖି ୩୭ ଜଣଙ୍କର ମୃତ୍ୟୁ ହୋଇଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେବାରୁ ଚିନ୍ତାରେ ଅଛନ୍ତି କେରଳବାସୀ । ଏପର୍ଯ୍ୟନ୍ତ ବନ୍ୟାରେ ୮,୩୧୬ କୋଟି ଟଙ୍କା…

ଆସନ୍ତା ୧୮ରେ ନିକଙ୍କ ସହ ନିର୍ବନ୍ଧ କରିବେ ପ୍ରିୟଙ୍କା

ସିନେ ଜଗତରେ ଏବେ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ ନିକ୍ ଜୋନସଙ୍କୁ ନେଇ ଗରମାଗରମ ଖବର ଶୁଣିବାକୁ ମିଳୁଛି । ତେବେ ଦର୍ଶକମାନେ ଚାହିଁ ବସିଛନ୍ତି କି, କେବେ ପ୍ରିୟଙ୍କା ତାଙ୍କ ସମ୍ପର୍କକୁ ଆଗକୁ ବଢାଉଛନ୍ତି ବା କେବେ ବିବାହ କରୁଛନ୍ତି ? ତେବେ ଆଉ ଆପଣମାନଙ୍କୁ ଅପେକ୍ଷା କରିବାକୁ…

ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି କି ? ଆପଣାନ୍ତୁ ଏହି ଉପଚାର

ଆଜି କାଲି ବୟସ୍କଲୋକ ହେଉ ବା ଯୁବପିଢ଼ି, ସମସ୍ତେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର ଶିକାର ହେଉଛନ୍ତି । ଏହି ଉଚ୍ଚ ରକ୍ତଚାପର କାରଣ ମଧ୍ୟରୁ ସିଗାରେଟ୍, ନିଶାଦ୍ରବ୍ୟ ସେବନ , ମୋଟାପଣ, ନିୟମିତ ଭାବେ ବ୍ୟାୟାମ ନକରିବା, ଅଧିକ ମାତ୍ରାରେ ଲୁଣ ଖାଇବା ଓ ମାନସିକ ଅଶାନ୍ତି ଆଦି ପ୍ରମୁଖ ।…

କିଣିପାରିବେନି ପ୍ଲାଷ୍ଟିକ୍ ତ୍ରିରଙ୍ଗା: ଲାଗୁ ହେଲା କଟକଣା

ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ଭାରତର ପୂରପଲ୍ଲୀ ବେଶ୍ ସଜବାଜ୍ଜ ହେବାରେ ଲାଗିପଡିଛି । ବିଭିନ୍ନ ଦୋକାନମାନଙ୍କରେ ତ୍ରିରଙ୍ଗା ପତାକା ବିକ୍ରି କରିବା ନେଇ ମଧ୍ୟ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ପରନ୍ତୁ ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ଲାଷ୍ଟିକ୍…

ଚଳନ୍ତା ଟ୍ରେନରୁ ଖସିପଡି ଯୁବତୀ ଗୁରୁତର

ଯାଜପୁର- ଆଜି ଯାଜପୁର ଷ୍ଟେସନ ସ୍ଥିତ ସାଇ ମନ୍ଦିର ଫାଟକ ନିକଟରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ବାରିପଦାରୁ ଭୁବନେଶ୍ୱର ଯାଉଥିବା ଟ୍ରେନରୁ ଖସିପଡି ଗୁରୁତର ଭାବେ ଆହତ ହୋଇଛନ୍ତି ଜଣେ ଯୁବତୀ, ଫଳରେ ତାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ କଟକ ଏସିବି…