୧୦ଆକାଂକ୍ଷା ଜିଲ୍ଲା ପାଇଁ ଦଶ ଜଣ ବରିଷ୍ଠ ସଚିବ ପାହ୍ୟା ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର : ଦଶ ଜଣ ବରିଷ୍ଠ ସଚିବ ଓ ପାହ୍ୟା ଅଧିକାରୀମାନଙ୍କୁ ୧୦ଆକାଂକ୍ଷା ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଆକାଂକ୍ଷା ଜିଲ୍ଲାରେ ୪୯ଟି ମାନବର ନିରୀକ୍ଷଣ ଏହି ଅଧିକାରୀମାନେ କରିବେ । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳଯୋଗାଣ ଭଳି କ୍ଷେତ୍ରର ବିକାଶକୁ ପ୍ରାଧାନ୍ୟ ଦେବା ନେଇ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

କୃଷି ଉତ୍ପାଦନ କମିଶନର ପି.କେ ମହାପାତ୍ର – ଢ଼େଙ୍କାନାଳ
ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗଙ୍କୁ – ରାୟଗଡ଼ା
କୃଷି ଓ କୃଷକ ସଶକ୍ତିକରଣ ସଚିବ – ସୌରଭ ଗର୍ଗ
ପଞ୍ଚାୟତିରାଜ ସଚିବ ଡି.ଆର୍. କେ. ସିଂ – କଳାହାଣ୍ଡି
ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କୁ – କନ୍ଧମାଳ
ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ-ନବରଙ୍ଗପୁର
ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର- ନୂଆପଡ଼ା
ଦକ୍ଷତା ବିକାଶ ବିଭାଗ ସଚିବ ଏସ.କେ.ସିଂ- ଗଜପତି
ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା- ବଲାଙ୍ଗୀର
ଖାଦ୍ୟ ଯୋଗାଣ ସଚିବ ଭି.ଭି.ଯାଦବ- ମାଲକାନଗିରି

Comments are closed.